ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ବୌଦ୍ଧ ଜିଲ୍ଲା, ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମଧ୍ୟରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।ବୌଦ୍ଧ ସହର ବଉଦ ନାମରେ ପରିଚିତ ଅଟେ |

ଅବସ୍ଥିତି

ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା  ,ଦକ୍ଷିଣରେ କନ୍ଧମାଳ ଜିଲ୍ଲା  ,ପୂର୍ବରେ ନୟାଗଡ଼ ଜିଲ୍ଲା ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି |

ଜନ ସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ବୌଦ୍ଧ ଜିଲ୍ଲାର ଲୋକସଂଖ୍ୟା ପୁରୁଷ: ୪୪୧୧୬୨ ମହିଳା: ୨୨୧୬୨୫  ପଢୁଆ ହାର ୬୧.୫୭% ପୁରୁଷ: ୫୮.୪୧% ମହିଳା:୪୧.୫୯%  |

ଅଧିକ ପଢ

 

ଓଡ଼ିଆ ସାହିତ୍ୟ ଏକାଡେମିର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ପ୍ରତିଯୋଗିତାର ଫଳାଫଳ

ଓଡ଼ିଆ ସାହିତ୍ୟ ଏକାଡେମିର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ପ୍ରତିଯୋଗିତାରୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ମୋନନିତ କୃତି ଛାତ୍ର ଛାତ୍ରୀ

ନୂଆ କଣ

ଅଧିକ...
Lalatendu Mishra OAS
ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର
CORONA Status India
ନଭେଲ କରୋନା ଭାଇରସ (କୋଭିଡ-୧୯) ଜିଲ୍ଲା ସହାୟତା ନମ୍ବର-୧) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରୁରୀ କାଳୀନ ବିଭାଗ ୦୬୮୪୧-୨୨୨୦୨୩ , ୨) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୦୬୮୪୧-୨୨୨୨୨୫ / ୯୪୩୯୯୯୯୬୪୮