ଜିଲ୍ଲା ସମ୍ବନ୍ଧରେ
ବୌଦ୍ଧ ଜିଲ୍ଲା, ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମଧ୍ୟରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।ବୌଦ୍ଧ ସହର ବଉଦ ନାମରେ ପରିଚିତ ଅଟେ |
ଅବସ୍ଥିତି
ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା ,ଦକ୍ଷିଣରେ କନ୍ଧମାଳ ଜିଲ୍ଲା ,ପୂର୍ବରେ ନୟାଗଡ଼ ଜିଲ୍ଲା ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି |
ଜନ ସଂଖ୍ୟା
୨୦୧୧ ଜନଗଣନା ଅନୁସାରେ, ବୌଦ୍ଧ ଜିଲ୍ଲାର ଲୋକସଂଖ୍ୟା ପୁରୁଷ: ୪୪୧୧୬୨ ମହିଳା: ୨୨୧୬୨୫ ପଢୁଆ ହାର ୬୧.୫୭% ପୁରୁଷ: ୫୮.୪୧% ମହିଳା:୪୧.୫୯% |
ନୂଆ କଣ
- କର୍ମଚାରୀ ଯୋଗାଣ ସଂସ୍ଥା ମାନଙ୍କଠାରୁ ଠିକା ପ୍ରସ୍ତାବ ଆହ୍ଵାନ( ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟ।ଳୟ,ବୌଦ୍ଧ)
- ଔଷଧର ଯୋଗାଣ ନିମନ୍ତେ ଠିକା ପ୍ରସ୍ତାବ ଆହ୍ଵାନ ( ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟ।ଳୟ,ବୌଦ୍ଧ)
- ଇଉକ୍ଲିପଟସ୍ କ୍ଲୋନାଲ ବିହନର ଯୋଗାଣ ନିମନ୍ତେ ଊଦ୍ଧୃତି ବିଜ୍ଞପ୍ତି ଆହ୍ଵାନ
- ନିମ୍ନଲିଖିତ ଜିନିଷ ଗୁଡିକର ଯୋଗାଣ ନିମନ୍ତେ ଊଦ୍ଧୃତି ବିଜ୍ଞପ୍ତି ଆହ୍ଵାନ (ବିଜ୍ଞାପିତ ଅଞ୍ଚଳ ପରିଷଦ,ବୌଦ୍ଧଗଡ)
- ପୁରୁଣାକଟକ-ମହାନଦୀ ସେତୁ ଧଳପୁର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣର ବିଜ୍ଞାପନ ଓ ଅଭିଯୋଗ ଗ୍ରହଣ
- କନିଷ୍ଠ ଶିକ୍ଷକଙ୍କ ପ୍ରମାଣ ପତ୍ର ଯାଞ୍ଚ (ଜିଲ୍ଲା ଶିକ୍ଷ। କାର୍ଯ୍ୟ।ଳୟ)
- ବୌଦ୍ଧ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କ ଅନ୍ତିମ ସାଧାରଣ ଗ୍ରେଡେସନ୍ ତାଲିକା
- ଗାଡି ନିମନ୍ତେ ଠିକା ପ୍ରସ୍ତାବ ଆହ୍ଵାନ (ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ମନମୁଣ୍ଡା)
- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩(ସାଧାରଣ ଆବଣ୍ଟନ) ଅଧୀନରେ ଚାଉଳ ଓ ଗହମର ଆବଣ୍ଟନ,ପ୍ରଦାନକାରୀ ସଂସ୍ଥା ଅନୁସାରେ ଜୁଲାଇ ୨୦୨୨
- ଅର୍ଣପୂର୍ଣା ଚାଉଳ ବଣ୍ଟନ ଜୁଲାଇ ୨୦୨୨


ନଭେଲ କରୋନା ଭାଇରସ (କୋଭିଡ-୧୯)
ଜିଲ୍ଲା ସହାୟତା ନମ୍ବର-୧) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରୁରୀ କାଳୀନ ବିଭାଗ ୦୬୮୪୧-୨୨୨୦୨୩ , ୨) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୦୬୮୪୧-୨୨୨୨୨୫ / ୯୪୩୯୯୯୯୬୪୮
ଅକ୍ସି-ଟୁରିଜିମ୍ ବୌଦ୍ଧ
ପୁରସ୍କାର ଏବଂ ସଫଳତା
ସାର୍ବଜନିକ ୟୁଟିଲିଟିଗୁଡିକ
ଘଟଣା ଗୁଡିକ
କ୍ଷମା କରନ୍ତୁ, କୌଣସି ଘଟଣା ନାହିଁ