ଇତିହାସ
ବୌଦ୍ଧର ଇତିହାସରୁ ଜଣାପଡେ ବୌଦ୍ଧର ମୂଳ ଶାସକ ମାନେ ବାହ୍ୟ ଶାସକ ମାନଙ୍କଠାରୁ ନିଜ ରାଜ୍ୟକୁ ସୁରକ୍ଷା ଦେବାରେ ସମର୍ଥ ନଥିଲେ |ରାଜା ଯୋଗୀନ୍ଦର ଦେବ ଜଣେ ଦୟାଳୁ ଓ ବୁଦ୍ଧିମାନ ସ୍ଵଭାବର ଥିଲେ |ତାଙ୍କ ଶାଶନ କାଳରେ ରାଜ୍ୟରେ ଈଂରାଜି ପାଠ୍ୟକ୍ରମ ଆରମ୍ଭ କରିଥିଲେ |ତାଙ୍କ ଶାଶନ କାଳରେ ବୌଦ୍ଧ ଆଧୁନିକ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଆଶାନୁରୂପ ଅଗ୍ରଗତି କରିଥିଲା | ତାଙ୍କର ଆକସ୍ମିକ ହେହନ୍ତ ୧୯୧୩ ରେ ହେବାରୁ ରାଜ୍ୟରେ ଅରାଜକତା ବ୍ୟାପିଥିଲା ,ଜାହାକୁ ରାଜା ନାରାୟଣ ଦେବ ସଫଳତାର ସହିତ ଦମନ କରିଥିଲେ |ରାଜା ନାରାୟଣ ଦେବ ବୌଦ୍ଧର ଶେଷ ଶାସକ ଥିଲେ ,ତାଙ୍କ ସମୟରେ ୧ ଜାନୁୟାରୀ ୧୯୪୮ରେ ଓଡିଶା ରେ ମିଶ୍ରଣ ହୋଇଥିଲା |୨ ଜାନୁୟାରୀ ୧୯୯୪ ରେ ବୌଦ୍ଧ କନ୍ଧମାଳ ଠାରୁ ଅଲଗା ହୋଇ ଏକ ଜିଲ୍ଲା ଭାବରେ ଘୋଷୋଣ| କରାଗଲା |
- ଭଞ୍ଜ ଙ୍କ ଅଧୀନରେ ବୌଦ୍ଧ (୮-୯ ଶତାବ୍ଦୀ)
- ରାଜବମସାବଳୀ ଅନୁସାରେ ୪୪ ଜଣ ଭଞ୍ଜ ବୌଦ୍ଧକୁ ଶାସନ କରିଥିଲେ
- ମୁସଲିମଙ୍କ ଅଧୀନରେ ବୌଦ୍ଧ- ଆଫଗାନ -(୧୫୭୨ A.D-୧୫୭୬ A.D)
- ମୋଗୋଲଙ୍କ ଅଧୀନରେ ବୌଦ୍ଧ (୧୫୭୬ A.D-୧୭୦୭ A.D)
- ନାଜିମ ଅଫ ବେଙ୍ଗଲ ଙ୍କ ଅଧୀନରେ ବୌଦ୍ଧ(୧୭୦୭ A.D-୧୭୫୧ A.D)
- ମରାଠା ଙ୍କ ଅଧୀନରେ ବୌଦ୍ଧ(୧୭୫୧ A.D-୧୮୦୩ A.D)
- ବ୍ରିଟିଶଙ୍କ ଅଧୀନରେ ବୌଦ୍ଧ(1803 A.D-1948A.D)