କିଭଳି ପହଁଞ୍ଚିବେ
ବୌଦ୍ଧ ଜିଲ୍ଲା ଟି ଉଭୟ ରେଳ ଓ ପଥ ର ସୁବିଧା ଅଛି ଯାହାକି ଅନ୍ୟ ଜିଲ୍ଲା ର ମୁଖ୍ୟ ସହର ଓ ରାଜ୍ୟ ର ରାଜଧାନୀ ଭୁବନେଶ୍ବର କୁ ଯୋଗାଯୋଗ କରେ | ବୌଦ୍ଧ ରୁ ଭୁବନେଶ୍ବରର ଦୂରତା ମାତ୍ର ୨୪୦ କି ମି ଅଟେ | ଜାତୀୟ ରାଜପଥ ନମ୍ବର ୨୨୪ (ଖୋର୍ଦ୍ଧା-ବଲାଙ୍ଗିର)ଯାହା ନୟାଗଡ ଓ ଚାରିଛକ ଦେଇ ବୌଦ୍ଧ କୁ ସମ୍ପର୍କ କରେ |ଏବଂ ରାଜପଥ ୪୨ ଯାହା ଅନଗୁଳ ଦେଇ ବୌଦ୍ଧ କୁ ସମ୍ପର୍କ କରେ | ଭୁବନେଶ୍ବର ଠାରୁ ପ୍ରତିଦିନ ରେଳ ସୁବିଧା ଅଛି ଯଥା ଭୁବନେଶ୍ବର – ସମ୍ବଲପୁର , ହୀରାକୁଦ ,ପୁରୀ – ସମ୍ବଲପୁର ଏକ୍ସପ୍ରେସ | ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ || ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସିରେ ଆସିପାରିବେ| ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର |