ବନ୍ଦ କରନ୍ତୁ

ଜନସାଂଖିକ

ଜିଲ୍ଲା ଭୌଗଳିକ ତଥ୍ୟ
ଭୌଗଳିକ ବିବରଣି
ଭୌଗଳିକ କ୍ଷେତ୍ରଫଳ  ୩୦୯୮ ବର୍ଗ କି.ମି
ଜଙ୍ଗଲ ଜମିର ପରିମାଣ  ୧୨୮ ବର୍ଗ କି.ମି , ୪.୧୩%
ଜିଲ୍ଲା ଜନସଂଖ୍ୟା ତଥ୍ୟ (୨୦୧୧ ଜନଗଣନା)
ଜନଗଣନା ସମୁଦାୟ
ସର୍ବମୋଟ:  ୪୪୧୧୬୨
ପୁରୁଷ  ୨୨୧୬୨୫
ମହିଳା  ୨୧୯୫୩୭
ଗ୍ରାମାଞ୍ଚଳ  ୪୨୦୭୩୮
ସହରାଂଚଳ  ୨୨୪୨୪
ଅନୁସୂଚିତ ଜାତି  ୧୦୪୯୩୪
ଅନୁସୂଚିତ ଜାତି(ପୁରୁଷ)  ୫୨୪୯୭
ଅନୁସୂଚିତ ଜାତି(ମହିଳା)  ୫୨୪୩୭
ଅନୁସୂଚିତ ଜନଜାତି  ୫୫୩୬୪
ଅନୁସୂଚିତ ଜନଜାତି(ପୁରୁଷ)  ୨୭୩୬୨
ଅନୁସୂଚିତ ଜନଜାତି(ମହିଳା)  ୨୮୦୦୨
ଜନସଂଖ୍ୟାର ସାନ୍ଦ୍ରତା ୧୪୨ (ବର୍ଗକି.ମି ପିଛା)
ସାକ୍ଷରତା
ସାକ୍ଷର ସମୁଦାୟ
ମୋଟ ସାକ୍ଷର  ୨୭୧୬୧୨
ଶିକ୍ଷିତ ପୁରୁଷ  ୨୫୮୬୪୮
ଶିକ୍ଷିତ ମହିଳା ୧ ୧୨୯୬୪
ବାସଗୃହ
ମୋଟ ବାସଗୃହ ସମୁଦାୟ
ମୋଟ ବାସଗୃହ  ୧୦୬୯୬୧
ଗ୍ରାମାଂଚଳ ବାସଗୃହ  ୧୦୨୪୦୨
ସହରାଂଚଳ ବାସଗୃହ  ୪୫୫୯
ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବାସଗୃହ  ୬୮୮୯