ବନ୍ଦ କରନ୍ତୁ

ନ୍ୟାୟାଳୟ

ଉଦ୍ଧେଶ୍ୟ

  • ସମସ୍ତ ପ୍ରକାର ଦେୱାନି ଓ ଫୌଜଦାରି ମୋକଦ୍ଦମା  ପରିଚାଳନା ପାଇ ଜିଲ୍ଲା ସ୍ତରରେ ତଦାରଖ କରିବା ପାଇ ଜିଲ୍ଲାପାଳ ବିଭିନ୍ନ  ଓକିଲ ମାନକୁ ନିଯୁକ୍ତି ଦେଇଥାନ୍ତି ।
  • ସେହି ମନୋନୀତ ଓକିଲମାନେ ସରକାରଙ୍କ ସପକ୍ଷରେ ଉଚ୍ଚ ନ୍ୟାୟଳୟ ଏବଂ ସର୍ବୋଚ୍ଚ  ନ୍ୟାୟଳୟରେ ମଧ୍ୟ ସରକାରଙ୍କ ସପକ୍ଷରେ ଲଢିଥାନ୍ତି ।

ଲକ୍ଷ୍ୟ

  • ଜିଲ୍ଲାର ଆଇନ ପରିସ୍ଥିତିର ପରିଚାଳନା ଜିଲ୍ଲା ପୋଲିସର ସହାୟତାରେ କରାଯାଇଥାଏ ।
  • ଜନସାଧାରଣଙ୍କ ଅଭିଯୋଗ ଉପରେ ତଦନ୍ତ କରାଯାଇ  ଏହି ସଂସ୍ଥା  ଦ୍ଵାରା ଜିଲ୍ଲାର ବିଭିନ୍ନ ନ୍ୟାୟାଳୟ ପାଇଁ ଅଧିବକ୍ତା ନିଯୁକ୍ତି କରାଯାଇଥାଏ ।

କର୍ତ୍ତବ୍ୟ ଓ ଦାୟୁତ୍ୟ

  • ପେଟ୍ରୋଲିଅମ, ଚଳଚିତ୍ର ଓ ମନୋରଞ୍ଜନ , ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଆଦି ଆଇନ ଅନୁଯାୟୀ ବୈଧ ଅନୁମତି ପ୍ରଦାନ କରିବା ସହ ସେସବୁରି ନବୀକରଣ କରାଯାଇଥାଏ ।
  • ଦେବନି କାର୍ଯ୍ୟ ବିଧି ବ୍ୟବସ୍ଥା ଅନୁସାରେ ଅପରାଧୀମାନଙ୍କ ତଦନ୍ତ କରାଇଯାଇଥାଏ ।
  • ଜିଲ୍ଲାର ଲୋକ ଅଧିକାରୀ ଆଇନ ଶୃଙ୍ଖଳା ପରିସ୍ଥିର ମୁକାବିଲା ପାଇଁ ଜନ ଅଧିକାରୀଙ୍କ ସହ ଆଲୋଚନା କର। ଯାଇ ପଦକ୍ଷେପ ଗ୍ରହଣ କରାଯାଇଥାଏ ।
  • ଲୋକପାଳ , ଜାତୀୟ ମାନବଧିକାର କମିଶନ, ରାଜ୍ୟ  ମାନବଧିକାର କମିଶନ, ମହିଳା କମିଶନ , ରାଜ୍ୟ ଓ କେନ୍ଦ୍ର ସୂଚନା କମିଶନ ତଥା ଅନ୍ୟାନ୍ୟ କୋର୍ଟ କଚେରୀ ନିର୍ଦ୍ଦେଶନାମ କୁ ଅନୁପାଳନ କରି ସମସ୍ତ ଆପତ୍ତିକୁ ବିଚାରକୁ  ନେଇ ପ୍ରମାଣ ଆଧାରରେ  ନିରାକରଣ କରାଯାଏ। ଏହି ସଂସ୍ଥା ମାନଙ୍କ ଦ୍ଵାରା ପ୍ରଣିତ ହୋଇଥିବା ନୀତି ନିୟମକୁ ସର୍ବସାଧରଣଙ୍କ ହିତ ଉଦ୍ଦେଶ୍ୟରେ  ଉଚିତ ମାର୍ଗରେ ପରିଚାଳନା କରାଯାଉଛି କି ନାହି ତାର ତଦାରଖ କରାଯାଇଥାଏ ।  ଜନସାଧାରଣଙ୍କୁ ଉଚିତ ଏବଂ ତ୍ଵରିତ  ନ୍ୟାୟ ପ୍ରଦାନ ପାଇଁ  ଜିଲ୍ଲାରେ  ଜିଲ୍ଲା ଦେୱାନି ଓ ଦୌରାଜଜଙ୍କ ଅଦାଲତ , ଅତିରିକ୍ତ ଜିଲ୍ଲା ଦେୱାନି ଓ ଦୌରାଜଜଙ୍କ ଅଦାଲତ ବରିଷ୍ଠ ଦେୱାନୀ ଅଦାଲତ, ମୁଖ୍ୟ ଫୌଜଦାରୀ ଅଦାଲତ, ଉପ ବିଚାରପତିଙ୍କ ଅଦାଲତ, କନିଷ୍ଠ ବିଚାରପତିଙ୍କ ଅଦାଲତ ନୂଆପଡାରେ  ସ୍ଥାପିତ ହୋଇଥିଲା ବେଳେ ଖଡିଆଳରେ ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତ ସାଙ୍ଗରେ ଉପ ବିଚାରପତିଙ୍କ ଅଦାଲତ ,କୋମନାରେ ଗ୍ରାମ୍ୟ ନ୍ୟାୟ।ଳୟ ସାଙ୍ଗକୁ ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତ ଏବଂ ସିନାପାଲିରେ  ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତ କାର୍ଯ୍ୟ କରି ଆସୁଛି ।
  • ଏହା ଛଡା ଜିଲ୍ଲାରେ ଏକ ଆଇନ ସେବା ପ୍ରାଧିକରଣ ନିମ୍ନରେ ବର୍ଣ୍ଣିତ ସଦସ୍ୟ ବ ଗୋଷ୍ଠୀଙ୍କୁ ମଗା ଅନୁସୂଚୀତ ଜାତି , ଅନୁସୂଚୀତ ଜନଜାତି,
    ଭିକାରୀ କିମ୍ବା ମଣିଷ ବ୍ୟବସାୟରେ ପ୍ରତାରିତ ହୋଇଥିବା ବ୍ୟକ୍ତି ।
    ମହିଳା  କିମ୍ବା ଶିଶୁ ।
    ଅକ୍ଷମ କିମ୍ବା ମାନସିକ ରୋଗୀ  ।
    ଯେଉଁ ବ୍ୟକ୍ତି ଜାତିଗତ ହିଂଶା କିମ୍ବା ଅତ୍ୟାଚାର, ଦଳୀୟ ବିପତ୍ତି, ବନ୍ୟା, ମରୁଡି, ଭୂକମ୍ପ କିମ୍ବା ଅଉଦୀଜ୍ଞକ ଦୁର୍ବିପାକର ଶିକାର ହୋଇଥିବା
    ଔଦ୍ୟୋଗିକ ଶ୍ରମିକ ।
    ହାଜତ ଅନୈତିକ  ବ୍ୟବସାୟ ପ୍ରତିଶୋଧକ  ଆଇନ ଅନ୍ତର୍ଗତ କୌଣସି ଆଶ୍ରୟ ଗୃହ କିମ୍ବା ବାଳନ୍ୟାୟ ବିଧେୟକରେ ପ୍ରଦତ୍ତ ତରୁଣ ବୟସ୍କ ଗୃହ କିମ୍ବା ମାନସ୍ତ୍ୱାତ୍ତିକ ଡାକ୍ତରଖାନାରେ ରହୁଥିବା ବ୍ୟକ୍ତି ।
    ଯେ କୌଣସି ନାଗରିକ ଯାହାର ବାର୍ଷିକ ଆୟ ଏକ ଲକ୍ଷରୁ ଉର୍ଦ୍ଧ ହୋଇନ ଥିବା

କୋର୍ଟର ନାମ ଓ ଠିକଣା

  1. ଜିଲ୍ଲା ଓ ଦୌରା ନୟାଧୀଶ ଙ୍କ ନ୍ୟାୟାଳୟ, ବୌଦ୍ଧ
  2. ଅତିରିକ୍ତ ଜିଲ୍ଲା ଓ ଦୌରା ନୟାଧୀଶ ଙ୍କ ନ୍ୟାୟାଳୟ, ବୌଦ୍ଧ
  3. ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଙ୍କ ନ୍ୟାୟାଳୟ, ବୌଦ୍ଧ
  4. ବରିଷ୍ଠ ଦେୱାନୀ ବିଚାରପତି ଙ୍କ ନ୍ୟାୟାଳୟ, ବୌଦ୍ଧ
  5. ସ୍ଵତନ୍ତ୍ର ଟ୍ରାକ କୋର୍ଟ, ବୌଦ୍ଧ
  6. ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଙ୍କ ନ୍ୟାୟାଳୟ, ବୌଦ୍ଧ