ବନ୍ଦ କରନ୍ତୁ

ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା)

ଯାତ୍ରୀମାନଙ୍କ ପାଇଁ ବୌଦ୍ଧରେ ସୁଲଭ ମୂଲ୍ୟରେ ଆବାସ ସ୍ଥଳର ସୁବିଧା ଉପଲବ୍ଧ ଅଛି|ଜିଲ୍ଲାପାଳଙ୍କ ଅଧୀନରେ ସର୍କିଟ ହାଉସ ଉପଲବ୍ଧ ଅଛି |ପୁର୍ତ ବିଭାଗ ଅଧୀନରେ ବଙ୍ଗଳା ବୌଦ୍ଧ,ଶୀତଳପାଣି,ପୁରୁଣାକଟକ,ମନମୁଣ୍ଡା, ହରଭଙ୍ଗା,ବାଉଁସୂନୀ, ଟେଲିବନ୍ଧ ଓ ଆଡେନିଗଡ ଉପଲବ୍ଧ ଅଛି |ଜଙ୍ଗଲ ବିଭାଗ ଅଧୀନରେ ବୌଦ୍ଧ,,ଶୀତଳପାଣି,ପୁରୁଣାକଟକ,ମନମୁଣ୍ଡା ଓ ଜଳସେଚନ ବିଭାଗ ଅଧୀନରେ ବୌଦ୍ଧ ଓ ଶଗଡା ଠାରେ ଆବାସ ସ୍ଥଳ ସୁବିଧା ଉପଲବ୍ଧ ଅଛି|ବୌଦ୍ଧରେ ପ୍ରାଇଭେଟ ଲଜର ଶୁଭିଧା ଅଛି |