ନିଯୁକ୍ତି ଓ ଫଳାଫଳ
ଶୀର୍ଷକ | ବିବରଣ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଏସସି ଏବଂ ଏସଟି ବିକାଶ ବିଭାଗ ବିଦ୍ୟାଳୟ ଅଧୀନରେ ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ନିଯୁକ୍ତି ସଂପର୍କରେ ଲିଖିତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ତାଲିକା। | 29/08/2022 | 29/08/2023 | ଦେଖନ୍ତୁ (344 KB) | |
କନିଷ୍ଠ କିରାଣୀ-ତଥା-କପିଷ୍ଟ,କନିଷ୍ଠ ଟାଇପିଷ୍ଟ ଓ କ୍ଷୀପ୍ରଲେଖକ (ଗ୍ରେଡ-୩)ର ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ଵାନ | କନିଷ୍ଠ କିରାଣୀ-ତଥା-କପିଷ୍ଟ,କନିଷ୍ଠ ଟାଇପିଷ୍ଟ ଓ କ୍ଷୀପ୍ରଲେଖକ (ଗ୍ରେଡ-୩)ର ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ଵାନ,ଜିଲ୍ଲା ନ୍ୟାୟାଧୀଶ-ତଥା-ଅଧ୍ୟକ୍ଷ,ଜିଲ୍ଲା ନିଯୁକ୍ତି କମିଟି,ବୌଦ୍ଧ |
27/07/2023 | 26/08/2023 | ଦେଖନ୍ତୁ (327 KB) |
ପ୍ରୋଜେକ୍ଟ ଆକାଉଣ୍ଟାଣ୍ଟର ନିଯୁକ୍ତି ନିମନ୍ତେ ବିଜ୍ଞାଂପନ (ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟ।ଳୟ,ବୌଦ୍ଧ ବନଖଣ୍ଡ,ବୌଦ୍ଧ) | ପ୍ରୋଜେକ୍ଟ ଆକାଉଣ୍ଟାଣ୍ଟର ନିଯୁକ୍ତି ନିମନ୍ତେ ବିଜ୍ଞାଂପନ,ବନଖଣ୍ଡ ଅଧିକାରୀ,ବୌଦ୍ଧ ବନଖଣ୍ଡ,ବୌଦ୍ଧ |
14/07/2023 | 16/08/2023 | ଦେଖନ୍ତୁ (295 KB) Brief note, ToR & Appl. Form (2 MB) |
ପାର୍ଟ ଟାଇମ୍ ଗେଷ୍ଟ୍ ଇନ୍ଷ୍ଟ୍ରକ୍ଟରଙ୍କ ଯୋଗଦାନ ପାଇଁ ସାକ୍ଷାତକାର(ସରକାରୀ ଶିଳ୍ପ ତାଲିମ କେନ୍ଦ୍ର,ବୌଦ୍ଧ) | ପାର୍ଟ ଟାଇମ୍ ଗେଷ୍ଟ୍ ଇନ୍ଷ୍ଟ୍ରକ୍ଟରଙ୍କ ଯୋଗଦାନ ପାଇଁ ସାକ୍ଷାତକାର,ଅଧ୍ୟକ୍ଷ,ସରକାରୀ ଶିଳ୍ପ ତାଲିମ କେନ୍ଦ୍ର,ବୌଦ୍ଧ |
01/08/2023 | 16/08/2023 | ଦେଖନ୍ତୁ (3 MB) |
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାରେ ଶିକ୍ଷକ ନିଯୁକ୍ତି ପାଇଁ ଦରଖାସ୍ତ ଆବେଦନ(୧୮ ଜୁଲାଇ ୨୦୨୩ ରେ ସାକ୍ଷାତକାର) | ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାରେ ଶିକ୍ଷକ ନିଯୁକ୍ତି ପାଇଁ ଦରଖାସ୍ତ ଆବେଦନ,ଜିଲ୍ଲାପାଳ ତଥା ଅଧ୍ୟକ୍ଷ,ଓଡିଶା ଆଦର୍ଶ ବିଦ୍ୟାଳୟ,ତେତେଲେଙ୍ଗା |
12/07/2023 | 18/07/2023 | ଦେଖନ୍ତୁ (777 KB) |
ମଣିପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀବାସରେ ସପୋର୍ଟ ଷ୍ଟାଫ୍ ନିଯୁକ୍ତି ପାଇଁ ଦରଖାସ୍ତ ଆବେଦନ | ମଣିପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀବାସରେ ସପୋର୍ଟ ଷ୍ଟାଫ୍ ନିଯୁକ୍ତି ପାଇଁ ଦରଖାସ୍ତ ଆବେଦନ,ଜିଲ୍ଲାପାଳ ତଥା ଅଧ୍ୟକ୍ଷ,ଓଡିଶା ଆଦର୍ଶ ବିଦ୍ୟାଳୟ,ମଣିପୁର |
30/06/2023 | 15/07/2023 | ଦେଖନ୍ତୁ (2 MB) |
କନିଷ୍ଠ କିରାଣୀ-ତଥା-କପିଷ୍ଟ,କନିଷ୍ଠ ଟାଇପିଷ୍ଟ ଓ କ୍ଷୀପ୍ରଲେଖକ (ଗ୍ରେଡ-୩)ର ନିଯୁକ୍ତିର ଲିଖିତ ପରୀକ୍ଷ।(ବିଜ୍ଞାପନ ନ.୦୨/୨୦୨୨)ର ଫଳାଫଳ | ଜିଲ୍ଲା ନ୍ୟାୟାଧୀଶ-ତଥା-ଅଧ୍ୟକ୍ଷ,ଜିଲ୍ଲା ନିଯୁକ୍ତି କମିଟି,ବୌଦ୍ଧ |
14/02/2023 | 14/07/2023 | ଦେଖନ୍ତୁ (1 MB) |
ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ବିଭିନ୍ନ ପଦବୀ ନିଯୁକ୍ତି ନିମନ୍ତେ ଆବେଦନ ପତ୍ର ଗ୍ରହଣ | ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ବିଭିନ୍ନ ପଦବୀ ନିଯୁକ୍ତି ନିମନ୍ତେ ଆବେଦନ ପତ୍ର ଗ୍ରହଣ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ |
01/07/2023 | 12/07/2023 | ଦେଖନ୍ତୁ (742 KB) |
ଗ୍ରାମ ରୋଜୋଗାର ସେବକ ପଦବୀ ନିମନ୍ତେ ଦରଖାସ୍ତ ଆହ୍ଵାନ(ଆବେଦନର ଶେଷ ତାରିଖ ୧୦ ଜୁଲାଇ ୨୦୨୩) | ଗ୍ରାମ ରୋଜୋଗାର ସେବକ ପଦବୀ ନିମନ୍ତେ ଦରଖାସ୍ତ ଆହ୍ଵାନ,ଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ,ଏମ ଜି ଏନ ଆର ଈ ଜି ଏ,ବୌଦ୍ଧ |
01/06/2023 | 10/07/2023 | ଦେଖନ୍ତୁ (301 KB) GRS adv-2023 (Terms Condition and Appl Form) (2 MB) DocScanner 03-Jul-2023 12-59 pm (391 KB) |
ମଣିପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଦରଖାସ୍ତ ଆବେଦନ(୮ ଜୁଲାଇ ୨୦୨୩ ରେ ସାକ୍ଷାତକାର) | ମଣିପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଦରଖାସ୍ତ ଆବେଦନ,ଜିଲ୍ଲାପାଳ ତଥା ଅଧ୍ୟକ୍ଷ,ଓଡିଶା ଆଦର୍ଶ ବିଦ୍ୟାଳୟ,ମଣିପୁର |
30/06/2023 | 08/07/2023 | ଦେଖନ୍ତୁ (4 MB) |