କେମିତି କରିବେ ଅଭିଯୋଗ?

ପ୍ରତି ସମୋବାର ଜିଲ୍ଲା/ବ୍ଲକରେ ଜନସାଧାରଣଙ୍କ ଠାରୁ  ନିଜର ଅଭିଯୋଗ ଅଭିଯୋଗ ଗ୍ରହଣ କରାଯାଏ |ଜନସାଧାରଣ  ଅଭିଯୋଗ ଅନଲାଇନରେ କରିପାରିବେ |

ଯାଆନ୍ତୁ: http://cmgcodisha.gov.in/

ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ,ବୌଦ୍ଧ,
ସ୍ଥାନ : ବ୍ଲକ ଅଫିସ,ବୌଦ୍ଧ,ହରଭଙ୍ଗା,କଣ୍ଟାମାଳ | ସହର : ବୌଦ୍ଧ | ପିନ କୋଡ୍ : 762014
ଫୋନ : 06841-222203 | ଇମେଲ୍ : dm-boudha[at]nic[dot]in