ଜଗତି ଚାରିଶମ୍ଭୁ

ଓଡିଶାର ପ୍ରାଚୀନ କରୁକାର୍ଯ୍ଯପୂର୍ଣ ମନ୍ଦିର ମାନଙ୍କ ମଧ୍ୟରୁ ଜଗତି ସ୍ଥିତ ସିଦ୍ଧେଶ୍ଵର ,ପଶ୍ଚିମ ସୋମୋନାଥ,ଓ ନୀଳମାଧବ ଅନ୍ଯତମ |ଜହ୍ନାପଙ୍କ ଠାରୁ ୨ କିମି ଦୂର ଓ ବୌଦ୍ଧ ଠାରୁ ୧୫ କିମି ଦୂରଏହି ଉପାସନା ପୀଠର ଅଷ୍ଟମ ଶତାବ୍ଦୀ ରେ ହୋଇଥିବା ଇତିହାସରୁ ଜଣାପଡେ |ଏଠାରେ ପୂର୍ବରୁ ଚାରୋଟି ଶିବ ମନ୍ଦିର ଥିବାରୁ ଏହି ପୀଠକୁ ଚାରିଶମ୍ଭୁ କୁହାଯାଏ |

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି |

ସଡ଼କ ପଥରେ

ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.