ରାମେଶ୍ଵର ମନ୍ଦିର

ବୌଦ୍ଧ ସହରର ମାଲିସହି ନିକଟସ୍ଥ ଶ୍ରୀ ରମାନାଥ ମନ୍ଦିର ପରିସରରେ ଥିବା ପ୍ରାଚୀନ ମନ୍ଦିର ଗୁଡିକ ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ |ଏଠାରେ ତିନୋଟି ମନ୍ଦିର ପଶ୍ଚିମ ସୋମୋନଥ,ଭୁବନେଶ୍ବର ଓ କପିଳେଶ୍ଵର ଅବସ୍ଥିତ ଅଟେ |ତିନି ମନ୍ଦିରର ନିର୍ମାଣ ଶୈଳୀ ପ୍ରାୟ ସମାନ ସାତ କୋଣୋ ବିଶିଷ୍ଠ ତାରକା ସଦୃଶ |ମନ୍ଦିର ଗୁଡିକ କୁଣ୍ଡା ପଥରରେ ଏବଂ ବିରଳ ଡାଲିମ୍ବ ପଥରରେ ନିର୍ମିତ ହୋଇଥିଲା |

  • ରାମେଶ୍ଵର ମନ୍ଦିର ସାମ୍ନା
  • ରାମେଶ୍ଵର ସୋମୋନାଥ ମନ୍ଦିର
  • ରାମେଶ୍ଵର ଭୁବନେଶ୍ବର ମନ୍ଦିର
  • ରାମେଶ୍ଵର ମନ୍ଦିର ସାମ୍ନା
  • ରାମେଶ୍ଵର ସୋମୋନାଥ ମନ୍ଦିର
  • ରାମେଶ୍ଵର ଭୁବନେଶ୍ବର ମନ୍ଦିର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି |

ସଡ଼କ ପଥରେ

ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.